କ୍ରୀଡ଼ା
-
ହାତକୁ ଦି ହାତ ହେଲେ ପିସି ସିନ୍ଧୁ
ଉଦୟପୁର: ହାତକୁ ଦି ହାତ ହେଲେ ତାରକା ଖେଳାଳି ପିସି ସିନ୍ଧୁ । ରବିବାର ଭାରତର ଏହି ଷ୍ଟାର ବ୍ୟାଡମିଣ୍ଟନ ପ୍ଲେୟାର ଭେଙ୍କଟ ଦତ୍ତା ସାଇଙ୍କର ହାତ…
Read More » -
ବିଦାୟ ନେଲେ ଅଶ୍ୱିନ
ନୂଆଦିଲ୍ଲୀ: କ୍ରିକେଟ୍ ଫ୍ୟାନ୍ସକୁ ନିରାଶ କଲେ ଅଶ୍ୱିନ । ଆନ୍ତର୍ଜାତୀୟ କି୍ରକେଟରୁ ବିଦାୟ ନେଲେ ଭାରତୀୟ ଖେଳାଳୀ ରବିଚନ୍ଦ୍ରନ ଅଶ୍ୱିନ । ଗାବା ଟେଷ୍ଟ ପରେ ସେ…
Read More » -
ଅଙ୍ଗନୱାଡ଼ି କର୍ମୀଙ୍କ ଗର୍ଜନରେ ଉଠୁଛି ପଡୁଛି ଗାନ୍ଧିମାର୍ଗ
ଭୁବନେଶ୍ୱର: ଗାନ୍ଧିମାର୍ଗରେ ଗର୍ଜନ । ଉଠୁଛି ପଡୁଛି ରାଜଧାନୀର ଲୋୟର ପିଏମଜି । ହଜାର ହଜାର ସଂଖ୍ୟାରେ ଏକାଠି ହୋଇଛନ୍ତି ଅଙ୍ଗନୱାଡ଼ି କର୍ମୀ । ବିଭିନ୍ନ ଦାବି…
Read More » -
ଚାମ୍ପିଆନ୍ସ ଟ୍ରଫି ବିବାଦ: ଭାରତ ପାକିସ୍ତାନ ମଧ୍ୟରେଚ ତୁଟି ପାରୁନି ଅଡ଼ୁଆ
ନୂଆଦିଲ୍ଲୀ: ଘନେଇବାରେ ଲାଗିଛି ଚାମ୍ପିଆନ୍ସ ଟ୍ରଫି ବିବାଦ । ଭାରତ ପାକିସ୍ତାନ ମଧ୍ୟରେ ମ୍ୟାଚକୁ ନେଇ ଚାଲିଥିବା କଥା କଟାକଟି ମଧ୍ୟରେ ତୁଟି ପାରୁନି ଅଡ଼ୁଆ ।…
Read More » -
ବୁମରା ୧ନମ୍ବର
ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ମୁହଁରେ ଏବେ ଗୋଟିଏ ଖେଳାଳିଙ୍କ ପ୍ରଶଂସା । ତାଙ୍କର ଚମକôାର ପ୍ରଦର୍ଶନ ପାଇଁ ସେ ହୋଇଛନ୍ତି ବିଶ୍ୱର ୧ନମ୍ବର ଖେଳାଳି । ଆମେ…
Read More » -
ଷ୍ଟାର ରେସଲର ବଜରଙ୍ଗ ପୁନିଆ ବ୍ୟାନ୍
ନୂଆଦିଲ୍ଲୀ: ବ୍ୟାନ ହେଲେ ଷ୍ଟାର ରେସଲର ବଜରଙ୍ଗ ପୁନିଆ । ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି ବା ନାଡା ତାଙ୍କୁ ୪ ବର୍ଷ ପାଇଁ ବ୍ୟାନ କରିଛି…
Read More » -
ଆଇପିଏଲରେ ସର୍ବକନିଷ୍ଠ ୧୩ ବର୍ଷୀୟ ପ୍ଲେୟାର, ନିଲାମରେ ବାଜିଲା ୧ କୋଟିରୁ ଉଦ୍ଧ୍ୱର୍ର ମୋହର; ଜାଣନ୍ତୁ କିଏ
ନୂଆଦିଲ୍ଲୀ: ବୟସ ମାତ୍ର ୧୩ ବର୍ଷ । କିନ୍ତୁ କୋଟିଏ ଟଙ୍କାରୁ ଉଦ୍ଧ୍ୱର୍ରେ କିଣା ହୋଇ ସାମିଲ ହୋଇଛନ୍ତି ଆଇପିଏଲର ଚଳିତ ସଂସ୍କରଣରେ । ଆଇପିଏଲ ଇତିହାସର…
Read More » -
ଅଷ୍ଟ୍ରେଲିଆ ମାଟିରେ ଯାଦୁ ଦେଖାଇଲେ ଭାରତୀୟ ଖେଳାଳି, ୨୯୫ ରନରେ ଅଷ୍ଟ୍ରେଲିଆକୁ ହରାଇ ଭାରତର ବଡ଼ ବିଜୟ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ମାଟିରେ ବିଜୟର ଲହର ଖେଳାଇଲେ ଭାରତୀୟ ଖେଳାଳି । ପର୍ଥ ଷ୍ଟାଡିୟମରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ନିଜର ଦମଦାର ପ୍ରଦର୍ଶନ କରିଛି ।…
Read More » -
୩ୟ ଟେଷ୍ଟ: ୧୨୧ ରନରେ ଅଲଆଉଟ୍ ଟିମ ଇଣ୍ଡିଆ, ସୁଇପ କଲା ନ୍ୟୁଜିଲାଣ୍ଡ
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ୩ୟ ଟେଷ୍ଟରେ ପରାଜିତ ହୋଇଛି ଟିମ ଇଣ୍ଡିଆ । ଭ୍ରମଣକାରୀ ଦଳ ୨୫ ରନରେ ଭାରତକୁ ହରାଇ ୩-୦ରେ ସିରିଜକୁ କ୍ଲିନ ସୁଇପ…
Read More »
