ମନୋରଞ୍ଜନ

ଗୀତ ପାଇଁ ପାଣି ପିଇ ନଥିଲେ

ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ଙ୍କ ୩ ଦଶନ୍ଧିର ଫିଲ୍ମ କ୍ୟାରିୟରରେ ଚଳଚ୍ଚିତ୍ର ‘ପଠାନ୍‌’ ଏବଂ ‘ଜୱାନ୍‌’ ତାଙ୍କୁ ଅନେକ ସଫଳତା ଦେଇଛି।

୧୯୯୨ ମସିହାରେ ସେ ଫିଲ୍ମ ‘ଦିୱାନା’ ଜରିଆରେ ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସେ ପ୍ରଥମ ଦିନରୁ ହିଁ ଅଭିନୟ ପ୍ରତି ତାଙ୍କ ଉତ୍ସୁକତାକୁ ଦର୍ଶାଇଛନ୍ତି।

ତେବେ ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ର ଗୀତ ‘ଦର୍ଦ-ଇ-ଡିସ୍‌କୋ’ ଶୁଟ୍‌ ସମୟରେ ସେ ୨ ଦିନ ପର୍ଯ୍ୟନ୍ତ ପାଣି ପିଇ ନ ଥିବା ନିର୍ଦ୍ଦେଶକ ଫର୍‌ହାନ କହିଛନ୍ତି। ଫର୍‌ହାନ କହିଛନ୍ତି, ‘ମେଁ ହୁଁ ନା’ ପାଇଁ ସେ ଏକ ଖାଲି ଦେହର ଶୁଟ୍‌ ଚାହୁଁଥିଲେ।

Related Articles

Back to top button