ଶିକ୍ଷା

ଶକ୍ତି ସଂରକ୍ଷଣ ନେଇ ଶିକ୍ଷା ଦିଆଯିବ

ପ୍ରାଥମିକ ପର୍ଯ୍ୟାୟରେ ସରକାରୀ ସ୍କୁଲରେ ବିଦ୍ୟୁତ୍‌ ଅପଚୟ ରୋକିବା ପାଇଁ ଶକ୍ତି ସଂରକ୍ଷଣ ପାଠ୍ୟକ୍ରମ ପଢ଼ାଯିବାକୁ ପଦକ୍ଷେପ ନିଆଯାଇଛି।

ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକରେ ଏହି ବିଷୟକୁ ସାମିଲ କରାଯାଇଥିବା ବେଳେ ଏବେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପାଠ୍ୟକ୍ରମରେ ସାମିଲ କରିବାକୁ ସର୍ବୋଚ୍ଚ ଯନ୍ତ୍ରୀ ଇଂ ସୁରେଶ ଚନ୍ଦ୍ର ମହାରଣା ଶକ୍ତି ବିଭାଗକୁ ସୁପାରିସ କରିଛନ୍ତି। ଏପରିକି ଘରୋଇ ସ୍କୁଲ କର୍ତ୍ତୃପକ୍ଷ ଚାହିଁଲେ, ସେମାନଙ୍କ ସ୍କୁଲରେ ବି ଶକ୍ତି ସଂରକ୍ଷଣ ନେଇ ଶିକ୍ଷା ଦିଆଯିବ ବୋଲି କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com