ଜାତୀୟ

ଜ୍ଞାନବାପୀ ମସ୍‌ଜିଦ୍‌ ମାମଲା: ବାରାଣସୀର ଜିଲ୍ଲା କୋର୍ଟକୁ ମାମଲା ହସ୍ତାନ୍ତର କଲେ ସର୍ବୋଚ୍ଚ ଅଦାଲତ

ନୂଆଦିଲ୍ଲୀ: ଜ୍ଞାନବାପୀ ମସ୍‌ଜିଦ୍‌ ମାମଲାକୁ ବାରାଣସୀର ଜିଲ୍ଲା କୋର୍ଟକୁ ହସ୍ତାନ୍ତର କରିଛନ୍ତି ସୁପ୍ରିମକୋର୍ଟ । ମାମଲା ହସ୍ତାନ୍ତର ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଜିଲ୍ଲା କୋର୍ଟଙ୍କ ପାଖରେ ୨୫ ବର୍ଷର ଅଭିଜ୍ଞତା ରହିଛି। ତେଣୁ ଆମେ ଜିଲ୍ଲା କୋର୍ଟଙ୍କ ରାୟ ଉପରେ ପ୍ରଶ୍ନ ଉଠାଇପାରିବା ନାହିଁ। ଏଥିସହିତ ଶିବଲିଙ୍ଗ ମିଳିଥିବା ସ୍ଥାନକୁ ସିଲ୍ କରିବା ସହିତ ମସ୍‌ଜିଦ୍‌ରେ କମ୍ ସଂଖ୍ୟକ ମୁସଲମାନଙ୍କୁ ନମାଜ୍ ପାଠ ଓ ୱଜୁ କରିବାକୁ ଅନୁମତି  ଉପରେ କୋର୍ଟ ଦେଇଥିବା ଅନ୍ତରୀଣ ରାୟକୁ କାଏମ ରଖିଛନ୍ତି।

Related Articles

Back to top button