ଓଡ଼ିଶା

ଓଡ଼ିଶାକୁ ମାଗଣା ବିଜୁଳି ଯୋଗାଇ ଦେବାକୁ ଘୋଷଣା କରିଛି ବିଜେଡି

ରାଜ୍ୟ ସରକାର ଭାବରେ ଦାୟିତ୍ୱ ନେବାର ପ୍ରଥମ ଦିନରେ ହିଁ ଓଡ଼ିଶାକୁ ମାଗଣା ବିଜୁଳି ଯୋଗାଇ ଦେବାକୁ ଘୋଷଣା କରିଛି ବିଜେଡି । ଆସନ୍ତା ଜୁନ୍ ୯ ତାରିଖ ଦିନରେ ଶପଥ ନେବା ପରେ ସନ୍ଧ୍ୟାରେ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ ।

ଏହି ବୈଠକରେ ହିଁ ଇସ୍ତାହାରରେ ଥିବା ପ୍ରତିଶ୍ରୁତି ପୂରଣ କରାଯିବ ବୋଲି ସୂଚନା ଦେଇଛନ୍ତି ଭିକେ ପାଣ୍ଡିଆନ୍ । ତେବେ ରାଜ୍ୟବାସୀଙ୍କ ପାଇଁ ଏହା ‘ନବୀନ ଗ୍ୟାରେଣ୍ଟି’ ବୋଲି ପାଣ୍ଡିଆନ୍ ଦର୍ଶାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com