ବରଗଡ଼ ୧୨/ଅଗଷ୍ଟ : ବରଗଡ଼ ଜିଲ୍ଲାର ଗାଇସିଲଟ ଅଞ୍ଚଳରେ ଘଟିଥିବା ଏକ ହୃଦୟବିଦାରକ ଘଟଣା ଉପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।…