ଜାତୀୟ

ଧାରା ୩୭୦ ଉଚ୍ଛେଦକୁ ନେଇ ଆସିଲା ଐତିହାସିକ ରାୟ

ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ଆସିଲା ଐତିହାସିକ ରାୟ। ରାଜ୍ୟରୁ ଧାରା ୩୭୦ ହଟାଇବା ପ୍ରସଙ୍ଗକୁ ସଠିକ ଦର୍ଶାଇଲେ ସୁପ୍ରିମକୋର୍ଟ ।

ଜାମ୍ମୁ କାଶ୍ମୀରକୁ ନେଇ ରାଷ୍ଟ୍ରପତି ନେଇଥିବା ନିଷ୍ପତ୍ତିକୁ ସଠିକ ଦର୍ଶାଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ କେବଳ ଭାରତର ସମ୍ବିଧାନ ଲାଗୁ କରାଯିବ। ଅନ୍ୟ କୌଣସି ସମ୍ବିଧାନ ଲାଗୁ କରାଯିବ ନାହିଁ। ଆସନ୍ତା ୩୦ ସେପ୍ଟେମ୍ବର ୨୦୨୪ ସୁଦ୍ଧା ଜାମ୍ମୁ କାଶ୍ମୀରରେ ନିର୍ବାଚନ କରାଇବାକୁ ନିର୍ଦ୍ଦେଶ ସୁପ୍ରିମକୋର୍ଟ। ଯାହା ଦ୍ବାରାକି ଜାମ୍ମୁ କାଶ୍ମୀରରୁ ଏକ ରାଜ୍ୟର ମାନ୍ୟତା ମିଳିବ ।

Related Articles

Back to top button