Featuredଜାତୀୟ

ଅପରିବର୍ତ୍ତିତ ରହିଲା ରେପୋ ରେଟ, ବଢ଼ିବନି ଇଏମଆଇ

ଗ୍ରାହକମାନଙ୍କୁ ବଡ ଆଶ୍ୱସ୍ତି ଦେଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ଅପରିବର୍ତ୍ତିତ ରହିଲା ରେପୋ ରେଟ, ବଢ଼ିବନି ଇଏମଆଇ । ଗତ ୩ ଦିନ ଧରି ଆରବିଆଇର ମନିଟରି ପଲିସି କମିଟିର ବୈଠକ ପରେ ଆରବିଆଇ ରେପୋ ରେଟ୍ ନ ବଢିବା ନେଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ଦେଶର ମୁଦ୍ରାସ୍ପିତି ପରିସ୍ଥିତିକୁ ନଜର ରଖି ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି । ତେବେ ପୂର୍ବରୁ ଲଗାତର ୬ଥର ରେପୋ ରେଟରେ ବୃଦ୍ଧି ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com