ଅନ୍ତର୍ଜାତୀୟ

ଗାଜାରେ ହମାସ୍‌ ପକ୍ଷରୁ ନିର୍ମିତ ୪ କି.ମି. ଲମ୍ବର ଏକ ସୁଡ଼ଙ୍ଗକୁ ଇସ୍ରାଏଲୀ ସେନା ଠାବ କରିଛି

ଗାଜାରେ ହମାସ୍‌ ପକ୍ଷରୁ ନିର୍ମିତ ୪ କି.ମି. ଲମ୍ବର ଏକ ସୁଡ଼ଙ୍ଗକୁ ଇସ୍ରାଏଲୀ ସେନା ଠାବ କରିଛି। ଏହାକୁ ସଶସ୍ତ୍ର ବାହିନୀ ହମାସ୍‌ର ସବୁଠୁ ଦୀର୍ଘ ଟନେଲ ବୋଲି କୁହାଯାଉଛି।

ଅସ୍ତ୍ରବିରତି ପାଇଁ ଅନ୍ତର୍ଜାତୀୟ ଚାପ ସତ୍ତ୍ୱେ ଇସ୍ରାଏଲ ସେନା ଗାଜା ଉପରେ ଆକ୍ରମଣ ଜାରି ରଖିଥିବା ବେଳେ ଏରେଜ୍‌ ସୀମା ନିକଟରେ ଏହି ସୁଡ଼ଙ୍ଗ ଠାବ କରାଯାଇଛି। ଏହି ଟନେଲ ଦେଇ ଯାନବାହନ ଯିବାଆସିବା କରିପାରିବ। ସୁଡ଼ଙ୍ଗରେ ବିଦ୍ୟୁତ୍‌, ନିଷ୍କାସନ ଓ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ରହିଛି।

Related Articles

Back to top button