Featuredଜାତୀୟମନୋରଞ୍ଜନ

ଅଭିନେତା ନନ୍ଦମୁରାଇଙ୍କ ଦେହାନ୍ତ

ହାଇଦ୍ରାବାଦ: ସାଉଥ୍ ଫିଲ୍ମର ଅଭିନେତା ଜୁନିୟର୍ ଏନଟିଆରଙ୍କ ପରିବାରରେ ଦୁଃଖର ଛାୟା ଖେଳିଯାଇଛି । ତାଙ୍କ ସାନ ଭାଇ ଅଭିନେତା ତଥା ‘ତେଲୁଗ ଦେଶମ୍ ପାର୍ଟି’ର ନେତା ନନ୍ଦମୁରାଇ ତାରକା ରତ୍ନଙ୍କର ହୃଦଘାତରେ ଦେହାନ୍ତ ହୋଇଛି । ୩୯ ବର୍ଷ ବୟସରେ ତାଙ୍କର  ମୃତ୍ୟୁ ଘଟିଛି । ଶନିବାର ରାତିରେ ବେଙ୍ଗାଲୁରୁ ସ୍ଥିତ ‘’ନାରାୟଣ ହୃଦୟାଳୟ ହସ୍ପିଟାଲ୍‌’ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ବହୁ ରାଜନେତା ଏବଂ ସେଲିବ୍ରେଟିମାନେ ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିଛନ୍ତି । ଦକ୍ଷିଣ ସିନେମା ପାଇଁ ଏହା ଏକ ଅପୂରଣୀୟ କ୍ଷତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com