(ଢେଙ୍କାନାଳ) ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ଆଳୁସିଂହ ନିକଟରେ ବୃଦ୍ଧଙ୍କୁ ଦଳି ମାରିଦେଲା ହାତୀ । ଜଙ୍ଗଲରୁ କ୍ଷତ ବିକ୍ଷତ ମୃତଦେହକୁ ଜବତ କଲା ବନବିଭାଗ ।…