ମନୋରଞ୍ଜନ

‘ଆନିମଲ’କୁ ନେଇ ଚର୍ଚ୍ଚାରେ ବଲିଉଡ ଅଭିନେତା ରଣବୀର

ନିଜର ଅପକମିଂ ଫିଲ୍ମ ‘ଆନିମଲ’କୁ ନେଇ ଚର୍ଚ୍ଚାରେ ବଲିଉଡ ଅଭିନେତା ରଣବୀର କପୁର। ନଭେମ୍ବର ୨୩ରେ ରିଲିଜ ହୋଇଥିଲା ଏହାର ଟ୍ରେଲର। ରଣବୀରଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଦକ୍ଷିଣ ଭାରତୀୟ ସୁପରଷ୍ଟାର ମହେଶ ବାବୁ।

ଏକ କାର୍ଯ୍ୟକ୍ରମରେ ମହେଶ ବାବୁ ରଣବୀରଙ୍କ ସବୁଠାରୁ ବଡ଼ ପ୍ରଶଂସକ ବୋଲି କହିବା ସହ ତାଙ୍କୁ ଦେଶର ଶ୍ରେଷ୍ଠ ଅଭିନେତା ବୋଲି କହିଛନ୍ତି। ଏହାଛଡ଼ା ସେ ରଣବୀରଙ୍କ ଫିଲ୍ମର ସଫଳତାର କାମନା ମଧ୍ୟ କରିଛନ୍ତି।

Related Articles

Back to top button