ମନୋରଞ୍ଜନ

ଦକ୍ଷିଣ ଚଳଚ୍ଚିତ୍ର ଜଗତର ଦୁଇ ସୁପରଷ୍ଟାର ଅଭିନେତ୍ରୀ ତଥା ବାହୁବଳୀ ଫେମ୍‌ ଅନୁଷ୍କା ସେଟ୍ଟି ଓ ରମ୍ୟା କ୍ରିଷ୍ଣନ୍‌ ଜୟପୁର ଆସିଛନ୍ତି

ଦକ୍ଷିଣ ଚଳଚ୍ଚିତ୍ର ଜଗତର ଦୁଇ ସୁପରଷ୍ଟାର ଅଭିନେତ୍ରୀ ତଥା ବାହୁବଳୀ ଫେମ୍‌ ଅନୁଷ୍କା ସେଟ୍ଟି ଓ ରମ୍ୟା କ୍ରିଷ୍ଣନ୍‌ ଜୟପୁର ଆସିଛନ୍ତି। ଏକ ବହୁଭାଷୀ ଚଳଚ୍ଚିତ୍ରର ସୁଟିଂ ପାଇଁ ଦୁହେଁ ଗତକାଲି ରାତିରେ ଜୟପୁର ପହଞ୍ଚିବା ପରେ ସ୍ଥାନୀୟ ବାଲ୍‌କ୍ରିଷ୍ଣା ପେଲେସ୍‌ରେ ରହିଛନ୍ତି।

ଏଥିପାଇଁ ହୋଟେଲର ସମସ୍ତ ରୁମ୍‌ ଆସନ୍ତା ୧୪ ପର୍ଯ୍ୟନ୍ତ ପ୍ରଯୋଜନା ସଂସ୍ଥା ପକ୍ଷରୁ ବୁକ୍‌ କରାଯାଇଛି ବୋଲି ହୋଟେଲ ମାଲିକ ସନ୍ଦୀପ ସାମନ୍ତରାୟ କହିଛନ୍ତି।

Related Articles

Back to top button