ମନୋରଞ୍ଜନ

୨୦୨୩ ମସିହା ପରି ୨୦୨୪ ମସିହାରେ ବି ଦେଓଲ ପରିବାରରେ ବିବାହ ମାହୋଲ ଦେଖିବାକୁ ମିଳିଛି

୨୦୨୩ ମସିହା ପରି ୨୦୨୪ ମସିହାରେ ବି ଦେଓଲ ପରିବାରରେ ବିବାହ ମାହୋଲ ଦେଖିବାକୁ ମିଳିଛି। କାରଣ ସନ୍ନି ଦେଓଲଙ୍କ ପୁଅର ବାହାଘର ପରେ ଘରେ ଅନ୍ୟ ଜଣଙ୍କର ବାହାଘର ହୋଇଛି।

ରିପୋର୍ଟରୁ ପ୍ରକାଶ ଯେ ପ୍ରକାଶ କୌର୍‌ ଓ ଧର୍ମେନ୍ଦ୍ରଙ୍କ ନାତୁଣୀ ନିକିତା ଚୌଧୁରୀଙ୍କ ହାତରେ ମେହେ‌ନ୍ଦୀ ଲାଗିଛି। ସନ୍ନି ଦେଓଲଙ୍କ ଏହି ଭାଣିଜୀ ମଥାରେ ସିନ୍ଦୂର, ଗଳାରେ ମଙ୍ଗଳସୂତ୍ର ପିନ୍ଧିଥିବା ବେଳେ ତାଙ୍କର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ‌ହେଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com