ଫେବୃଆରୀରେ ସବୁଠୁ ଅଧିକ ଗରମ ହେବ। ପାଣିପାଗ ବିଜ୍ଞାନୀମାନେ କହିଛନ୍ତି, ଫେବୃଆରୀରେ ସମସ୍ତ ପୁରୁଣା ଉତ୍ତାପ ରେକର୍ଡ ଭାଙ୍ଗିପାରେ। ଏଥିପାଇଁ ସେମାନେ ମନୁଷ୍ୟକୃତ ଗ୍ଲୋବାଲ ଓ୍ବାର୍ମିଂକୁ ଦାୟୀ…