ଅନ୍ତର୍ଜାତୀୟ

ପୁଟିନ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି

ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ପୁଟିନ କହିଛନ୍ତି, ଭାରତ କିମ୍ବା ଭାରତୀୟ ଲୋକଙ୍କ ସ୍ବାର୍ଥ ବିରୋଧରେ କାର୍ଯ୍ୟାନୁଷ୍ଠାନ କିମ୍ବା ନିଷ୍ପତ୍ତି ନେବା ପାଇଁ ମୋଦିଙ୍କୁ ଡରାଇବା, ଧମକ ଦେବା ମୁଁ କେବେ କଳ୍ପନା କରିପାରିବି ନାହିଁ।

ଯଦିଓ ମୁଁ ଜାଣେ ତାଙ୍କ ଉପରେ ଏପରି ଚାପ ଅଛି। ରୁଷିଆ କଲିଂ ଫୋରମ କାର୍ଯ୍ୟକ୍ରମରେ ପୁଟିନ ଆହୁରି କହିଛନ୍ତି, ମୁଁ କେବଳ ବାହାରୁ କଣ ଘଟୁଛି ଦେଖୁଛି। ପ୍ରଧାନମନ୍ତ୍ରୀ ମୋଦି କ୍ରମାଗତ ଭାବରେ ଭାରତର ସ୍ବାର୍ଥରେ ନିଷ୍ପତ୍ତି ନେଉଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com