ଅନ୍ତର୍ଜାତୀୟ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଲଗାତାର ୨୩ ମାସ ଧରି ଯୁଦ୍ଧ ଚାଲିଛି

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଗତ ଲଗାତାର ୨୩ ମାସ ଧରି ଯୁଦ୍ଧ ଚାଲିଛି । ଏଥିରେ ଉଭୟ ଦେଶର ହଜାର ହଜାର ସୈନିକ ପ୍ରାଣ ହରାଇଛନ୍ତି । ଏହି ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ପ୍ରାୟ ବହୁତ ଦେଶ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଛନ୍ତି କିନ୍ତୁ କେହି ସଫଳ ହେଇପାରିନଥିଲେ ।

ଯୁଦ୍ଧ ଜାରିହେତୁ ଉଭୟ ଦେଶର ଅବସ୍ଥା ଖରାପ ହେବାରେ ଲାଗିଛି । ଏହି ସମୟ ମଧ୍ୟରେ ୟୁଏଇ ଦୁଇ ଦେଶ ମଧ୍ୟରେ ଏକ ବଡ଼ ଚୁକ୍ତି କରିଛି । ଉକ୍ତ ଚୁକ୍ତି ଅନୁଯାୟୀ ଉଭୟ ଦେଶର ଶହ ଶହ ସୈନିକ ଦୀର୍ଘ ସମୟ ପରେ ଘରକୁ ଫେରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com