ସ୍ୱର୍ଗଦ୍ୱାର ଆପ୍ ଲୋକାର୍ପିତ ହୋଇଛି। ଏଣିକି ସହଜ ହେବ ଶବଦାହ ପାଇଁ ରେଜିଷ୍ଟ୍ରେସନ୍। ଶୁକ୍ରବାର ସନ୍ଧ୍ୟାରେ ସ୍ୱର୍ଗଦ୍ୱାର ପରିସରରେ ‘ସ୍ୱର୍ଗଦ୍ୱାର ମୋବାଇଲ ଆପ’ ଲୋକାର୍ପଣ କରିଛନ୍ତି ପୁରୀ…