ମନୋରଞ୍ଜନ

ଆଉ ନାହାନ୍ତି ଫେମସ୍‌ ଫ୍ୟାଶନ ଡିଜାଇନର୍‌ ରୋର୍ବେଟୋ କ୍ୟାଭଲ୍ଲି

ଫ୍ୟାଶନ ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର। ଆଉ ନାହାନ୍ତି ଫେମସ୍‌ ଫ୍ୟାଶନ ଡିଜାଇନର୍‌ ରୋର୍ବେଟୋ କ୍ୟାଭଲ୍ଲି। ୮୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି।

ଏନେଇ ତାଙ୍କ ଟିମ୍‌ ସୋଶାଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛି।ଇଟାଲିଅନ୍‌ ରୋର୍ବେଟୋ ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ଯାଏଁ ଅନେକ ସେଲେବ୍ରିଟି ଓ ଷ୍ଟାର୍‌ଙ୍କ ପାଇଁ ଡ୍ରେସ୍‌ ଡିଜାଇନ୍‌ କରିଥିଲେ।

Related Articles

Back to top button