ନିକଟରେ ସୋସିଆଲ ମିଡିଆରେ ଭାରତର ସବୁଠାରୁ ଧନୀ କ୍ରିକେଟ ଖେଳାଳିଙ୍କ ତାଲିକା ଶେୟାର କରାଯାଇଥିଲା।ଶ୍ରେଷ୍ଠ ୧୦ ଜଣ ଭାରତୀୟ କ୍ରିକେଟର ତାଲିକାରେ ଶୀର୍ଷରେ ଅଛନ୍ତି ସଚିନ ତେନ୍ଦୁଲକର।…