ମନୋରଞ୍ଜନ

ନିଜର ରୋକଠୋକ ସ୍ବଭାବକୁ ନେଇ ପରିଚିତ ଥିଲେ ବୋଲ୍ଡ ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ

ନିଜର ରୋକଠୋକ ସ୍ବଭାବକୁ ନେଇ ପରିଚିତ ଥିଲେ ବୋଲ୍ଡ ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ। ୩୨ ବର୍ଷ ବୟସରେ ସେ ଆଖି ବୁଜିଥିବା ନେଇ ଟିମ୍‌ ଏବଂ ମ୍ୟାନେଜରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସେ ସର୍‌ଭାଇକାଲ କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଶୁକ୍ରବାର ସକାଳେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରାଯାଇଥିଲା। ଏଥିରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ କୁହାଯାଇଥିଲା। ତେବେ ଏହି ଘଟଣାକୁ ଏବେ ବି ତାଙ୍କର ପ୍ରଶଂସକ ବିଶ୍ୱାସ କରିବାକୁ ଇଚ୍ଛୁକ ନୁହନ୍ତି।

Related Articles

Back to top button