ମନୋରଞ୍ଜନ

ମହେଶ ବାବୁ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଗୁଣ୍ଟୁର କରମ’ ପାଇଁ ଚର୍ଚ୍ଚାରେ ଅଛନ୍ତି

ସାଉଥ ସୁପରଷ୍ଟାର ମହେଶ ବାବୁ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଗୁଣ୍ଟୁର କରମ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ଏକ ପ୍ରମୋଶନ ଇଭେଣ୍ଟ ଆୟୋଜିତ ହୋଇଥିଲା। ଏଥିରେ ଦଳାଚକଟା ହୋଇଛି।

ବହୁ ସଂଖ୍ୟାରେ ଲୋକ ଅଭିନେତାଙ୍କୁ ଦେଖିବାକୁ ଇଭେଣ୍ଟକୁ ଆସିଥିଲେ। ଫଳରେ ସେଠାରେ ଦଳାଚକଟା ହୋଇଥିଲା। ସେଠାରେ ଉପସ୍ଥିତ ଥିବା ବହୁ ପୋଲିସ କର୍ମଚାରୀ ମଧ୍ୟ ଗୁରୁତର ଆହତ ହୋଇଥିଲେ।ମହେଶ ବାବୁଙ୍କ ଫିଲ୍ମ ‘ଗୁଣ୍ଟୁର କରମ’ ଜାନୁଆରୀ ୧୨ରେ ରିଲିଜ ହେବାକୁ ଯାଉଛି।

Related Articles

Back to top button