କଟକ: ରାଜ୍ୟ ପାଇଲା ପ୍ରଥମ ନ୍ୟାୟିକ ଅଭିଲେଖାଗାର । କଟକରେ ଜୁଡିସିଆଲ ଆର୍କାଇଭକୁ ଉଦଘାଟନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦଘାଟନ କରିଛନ୍ତି…