MohanCharanMajhi
- 
ଓଡ଼ିଶା  ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଭେଟି; ସରକାରୀ କର୍ମଚାରୀଙ୍କ ବଢିଲା ମହଙ୍ଗା ଭତ୍ତାଭୁବନେଶ୍ବର: ବଢିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ… Read More »
- 
ଓଡ଼ିଶା  ବାତ୍ୟା ‘ଦାନା’; ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମ୍ପର୍କିତ ପ୍ରସ୍ତୁତି ବୈଠକ, ଦେଲେ କଡ଼ା ନିର୍ଦ୍ଦେଶଭୁବନେଶ୍ୱର: ମାଡ଼ି ଆସୁଛି ସମ୍ଭାବ୍ୟ ବାତ୍ୟା ‘ଦାନା’ l ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ… Read More »
- 
ଓଡ଼ିଶା  ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ SRCଙ୍କ ଜରୁରୀ ବୈଠକ; ସରକାରୀ କର୍ମଚାରୀଙ୍କ ଛୁଟି ବାତିଲଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ସମସ୍ତେ ଭୟଭୀତ । ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ପରିଣତ ହେବ ଓ ପରବର୍ତ୍ତି ସମୟରେ ଏହା ବାତ୍ୟାର ରୂପ… Read More »
- 
ଓଡ଼ିଶା  ଆସୁଛି ବାତ୍ୟା ‘ଦାନା’; କେମିତି ରହିବ ପ୍ରଭାବ, କେଉଁଠି କରିବ ଲ୍ୟାଣ୍ଡଫଲ? ଜାଣନ୍ତୁଭୁବନେଶ୍ବର: ଯାହା ଅନୁମାନ କରାଯାଉଥିଲା ତାହା ସତ ହେଲା । କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ପାଣିପାଗ ବିଭାଗ… Read More »
- 
Uncategorized  ଓଡ଼ିଶାର ଉନ୍ନତି-ବିକାଶ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବା ଆମର ସଂକଳ୍ପ: ମୁଖ୍ୟମନ୍ତ୍ରୀନୂଆଦିଲ୍ଲୀ: ଓଡ଼ିଶାକୁ ଶିଳ୍ପସମୃଦ୍ଧ କରିବା ହିଁ ଆମର ସଂକଳ୍ପ । ଏହି ଲକ୍ଷ୍ୟରେ ରାଜ୍ୟ ସରକାର ଆଗାମୀ ୫ବର୍ଷରେ ୫ଲକ୍ଷ କୋଟି ଟଙ୍କାର ପୁଞ୍ଜି ଓଡ଼ିଶାରେ ବିନିଯୋଗ… Read More »
- 
ଓଡ଼ିଶା  ବିଜେପିର ସଦସ୍ୟତା କର୍ମଶାଳାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଭୁବନେଶ୍ୱର: ତିନି ଦିନିଆ କେନ୍ଦୁଝର ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ l କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ସକ୍ରୀୟ ସଦସ୍ୟତା କର୍ମଶାଳା ବୈଠକରେ… Read More »
- 
ଓଡ଼ିଶା  ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା; ସ୍ମାର୍ଟସିଟି ହେବ କଟକଭୁବନେଶ୍ୱର: କଟକରେ ପୂଜା ମଣ୍ତପ ବୁଲିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ଏହି ଅବସରରେ ଦଶହରା ପୂଜାରେ କଟକବାସୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ l… Read More »
- 
ଓଡ଼ିଶା  ପୂଜାମଣ୍ଡପ ବୁଲି ମା’ଙ୍କ ଦର୍ଶନ କରି ଆଶିଷ ଲୋଡିଛନ୍ତି; ମୁଖ୍ୟମନ୍ତ୍ରୀ ମୋହନ ମାଝୀକଟକ: ବିଭିନ୍ନ ପୂଜା ମଣ୍ଡପ ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାବାସୀଙ୍କ ଶୁଭମନାସୀ ଦୁର୍ଗା ମଣ୍ଡପ ଗୁଡିକରେ ମୁଖ୍ୟମନ୍ତ୍ରୀ ପୂଜାର୍ଚ୍ଚନା କରୁଛନ୍ତି । ଆଜି ମହାମାୟୀଙ୍କର… Read More »
- 
ଓଡ଼ିଶା  ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଭୁବନେଶ୍ବର: ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅକ୍ଟୋବର ୧୨ ଅର୍ଥାତ୍ ଆଜି ଠାରୁ ଗସ୍ତ ଯିବେ ଏହି ସମୟରେ ବିଭିନ୍ନ… Read More »
- 
ଓଡ଼ିଶା  ସବୁ ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ ଘୋଷଣା କରିଛନ୍ତି: ମୁଖ୍ୟମନ୍ତ୍ରୀଭୁବନେଶ୍ବର: ଆଉ ଦେବାକୁ ପଡ଼ିବନି ଭଡ଼ା । ନିଶୁଳ୍କ ହେଲା ପୂଜା ପେଣ୍ଡାଲ । ସବୁ ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ କରାଯାଇଛି । ଏନେଇ… Read More »
