କ୍ରୀଡ଼ା

ରାଜକୋଟ ଟେଷ୍ଟରେ ସରଫରାଜ ଖାନ୍‌ଙ୍କୁ ଟିମ୍‌ ଇଣ୍ଡିଆ ପକ୍ଷରୁ ଡେବ୍ୟୁ କରିବାର ସୁଯୋଗ ମିଳିଛି

ରାଜକୋଟ ଟେଷ୍ଟରେ ସରଫରାଜ ଖାନ୍‌ଙ୍କୁ ଟିମ୍‌ ଇଣ୍ଡିଆ ପକ୍ଷରୁ ଡେବ୍ୟୁ କରିବାର ସୁଯୋଗ ମିଳିଛି। ଏହି ସମୟରେ ମଇଦାନରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହାକି ଭାବବିହ୍ବଳ କରିଥିଲା।

ପୁଅଙ୍କ ଐତିହାସିକ ମୂହୁର୍ତ୍ତ ସମୟରେ ସରଫରାଜଙ୍କ ବାପା ଉପସ୍ଥିତ ଥିଲେ। ଏହି ସମୟରେ ସରଫରାଜଙ୍କ ବାପା ପିନ୍ଧିଥିବା ଜ୍ୟାକେଟ୍‌କୁ ନେଇ ବିବାଦ ଉପୁଜିଛି। ଯେଉଁଥିରେ ଲେଖାଯାଇଥିଲା ଯେ, କ୍ରିକେଟ ଜେଣ୍ଟଲମ୍ୟାନ୍‌ଙ୍କ ଗେମ୍‌ ନୁହେଁ ବରଂ ସମସ୍ତଙ୍କର ଗେମ୍‌। କ୍ୟାମେରାରେ ଏହା କଏଦ ହେବା ପରେ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି।

Related Articles

Back to top button