ଅନ୍ୟାନ୍ୟ

ପ୍ରତି ମିନିଟରେ ସ୍ୱିଗି ଉପରେ ୧୮୮ ଟି ପିଜା ଅର୍ଡର

ଜାନୁଆରୀ ୧ ରେ, ୨୦୨୩ ବର୍ଷର ପ୍ରଥମ ଦିନରେ, ଫୁଡ ଡେଲିଭରି ଆପ୍ ସ୍ଵିଗିରେ ୪.୩ ଲକ୍ଷ ବିରିୟାନୀ ଅର୍ଡର ହୋଇଥିବାବେଳେ ୮୩.୫ ଲକ୍ଷ ନୁଡୁଲ୍ସ ଅର୍ଡର କରାଯାଇଥିଲା।

ନଭେମ୍ବର ୧୯, ୨୦୨୩ ରେ, ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ବିଶ୍ୱ ଫାଇନାଲ୍ ମ୍ୟାଚ୍ ଦିନ, ଦେଶରେ ପ୍ରତି ମିନିଟରେ ସ୍ୱିଗି ଉପରେ ୧୮୮ ଟି ପିଜା ଅର୍ଡର କରାଯାଇଥିଲା। ସ୍ଵିଗି ୨୦୨୩ ରେ ଏହାର ଆପରେ ଉପଭୋକ୍ତାମାନଙ୍କ ଦ୍ୱାରା ଅର୍ଡର ହୋଇଥିବା ଖାଦ୍ୟର ଧାରା ସମ୍ବନ୍ଧରେ ଏକ ତଥ୍ୟ ପ୍ରକାଶ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com