ରାଜନୀତି

ଆଜି ଘୋଷଣା ହେବ ନିର୍ବାଚନ ତାରିଖ

ଆଜି ଘୋଷଣା ହେବ ନିର୍ବାଚନ ତାରିଖ। ଲୋକସଭା ଓ କିଛି ରାଜ୍ୟର ବିଧାନସଭା ତାରିଖ ଘୋଷଣା ହେବ। ଆସନ୍ତାକାଲି ଅପରାହ୍ଣ ୩ଟାରେ ଏନେଇ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ରଖିବେ ଇସିଆଇ।

ଯେଉଁଥିରେ ଲୋକସଭା ନିର୍ବାଚନ ୨୦୨୪ କେତେ ପର୍ଯ୍ୟାୟରେ ଏବଂ କେତେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ତାହା ସ୍ପଷ୍ଟ କରାଯିବ। ଏ ନେଇ ନର୍ବାଚନ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି।

Related Articles

Back to top button