କ୍ରୀଡ଼ା

ଏକ ଭୟାନକ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ଲାହିରୁ ଥିରିମାନେ

ଏକ ଭୟାନକ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ଲାହିରୁ ଥିରିମାନେ । ଅନୁରାଧାପୁର ଅଞ୍ଚଳରେ ଏକ ଟ୍ରକ ସହ ଧକ୍କା ହୋଇଛି ଥିରିମାନେଙ୍କ ଗାଡ଼ି ।

ଫଳରେ ସେ ଗୁରୁତର ଆହତ ହୋଇଛନ୍ତି । ଏହାପରେ ପୂର୍ବତନ କ୍ରିକେଟରଙ୍କୁ ଉଦ୍ଦାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ମେଡିକାଲ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କୌଣସି ଅପଡେଟ ଏପର୍ଯ୍ୟନ୍ତ ମିଳି ପାରିନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com