ଉତ୍ତରପ୍ରଦେଶ : ପୁଣି ପ୍ରୟାଗରାଜ କୁମ୍ଭମେଳାରେ ବଡ ଧରଣର ଅଘଟଣ । ସେକ୍ଟର -୧୮ ଟେଣ୍ଟରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି…