ପୁରୀ: ଜନାରଣ୍ୟ ପାଲଟୁଛି ପୁରୀ । ଗୋବିନ୍ଦ ଦ୍ୱାଦଶୀରେ ଅପୂର୍ବ ବୁଡ଼ ପକାଇ କାଳିଆର ଦୁର୍ଲ୍ଲଭ ମନୋରମ ରୂପ ଦେଖିବା ପାଇଁ ଛୁଟୁଛି ଭକ୍ତଙ୍କ ସୁଅ ।…