ଶିକ୍ଷା

କୋଚିଂ ସେକ୍ଟରରେ ବିଭ୍ରାନ୍ତିକର ବିଜ୍ଞାପନକୁ ରୋକିବା ପାଇଁ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛି

ସରକାରୀ ଚାକିରି ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ପ୍ରଦାନ କରୁଥିବା କୋଚିଂ ପ୍ରତିଷ୍ଠାନଗୁଡିକ ସେମାନଙ୍କ ବିଜ୍ଞାପନରେ ଶତପ୍ରତିଶତ ସଫଳତା କିମ୍ବା ଚାକିରି ପାଇଁ ଚୟନ ହୋଇଥିବା ଦାବି କରିପାରିବେ ନାହିଁ।

କୋଚିଂ ସେକ୍ଟରରେ ବିଭ୍ରାନ୍ତିକର ବିଜ୍ଞାପନକୁ ରୋକିବା ପାଇଁ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛି। ଯଦି କୌଣସି କୋଚିଂ ପ୍ରତିଷ୍ଠାନ ବିଭ୍ରାନ୍ତିକର ବିଜ୍ଞାପନ କରେ, ତେବେ ଗ୍ରାହକ ସୁରକ୍ଷା ଆଇନ, ୨୦୧୯ ଅନୁଯାୟୀ ଜରିମାନା ଆଦାୟ କରାଯିବ।

Related Articles

Back to top button