ମନୋରଞ୍ଜନ

୩୨ ବର୍ଷୀୟା ପୁନମ୍‌ ପାଣ୍ଡେଙ୍କ ‘ଫେକ୍‌ ଡେଥ୍‌ ପବ୍ଲିସିଟି ଷ୍ଟଣ୍ଟ’

୩୨ ବର୍ଷୀୟା ପୁନମ୍‌ ପାଣ୍ଡେଙ୍କ ‘ଫେକ୍‌ ଡେଥ୍‌ ପବ୍ଲିସିଟି ଷ୍ଟଣ୍ଟ’ ପରେ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଅଭିନେତ୍ରୀଙ୍କୁ ଟାର୍ଗେଟ୍‌ କରୁଥିବାର ନଜର ଆସିଛନ୍ତି।

ସର୍ଭିକାଲ କ୍ୟାନ୍‌ସର ବିଷୟରେ ସଚେତନତା ସୃଷ୍ଟି କରିବା ନାମରେ ତାଙ୍କ ମିଥ୍ୟା ମୃତ୍ୟୁ ଖବର ପ୍ରସାରଣ କାର୍ଯ୍ୟକୁ ଲୋକମାନେ ଏକ ଶସ୍ତା ପ୍ରଚାର ପ୍ରସାର ଏବଂ ଏକ ଅଶ୍ଳୀଳ ହାସ୍ୟାସ୍ପଦ ବୋଲି କହୁଛନ୍ତି। ଏହି ସମୟରେ ପୁନମଙ୍କ ସ୍ବାମୀ ସାମ ବମ୍ବେ ଅଭିନେତ୍ରୀଙ୍କୁ ସମର୍ଥନ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com