ବେପରୁଆ ଗାଡ଼ିଚାଳନା ଯୋଗୁ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ୨୬ ହଜାର ଲୋକ ଜୀବନ ହରାଇଛନ୍ତି।…