ଭୁବନେଶ୍ୱର: ଡିସେମ୍ବର ୩୦ ରେ କ୍ରିକେଟର ଋଷଭ ପନ୍ତ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହି ଦୁର୍ଘଟଣାରେ ଋଷଭଙ୍କ କାର ସମ୍ପୂର୍ଣ୍ଣ ଭାବେ ପାଉଁଶ ହୋଇଯାଇଥିଲା।…