ମନୋରଞ୍ଜନ

ଗାୟକ ହନି ସିଂହ ଗତ କିଛି ବର୍ଷ ହେବ ତାଙ୍କର ବୈବାହିକ ସମ୍ପର୍କକୁ ଚର୍ଚ୍ଚାରେ

ବଲିଉଡର ବହୁ ଚର୍ଚ୍ଚିତ ଗାୟକ ହନି ସିଂହ ଗତ କିଛି ବର୍ଷ ହେବ ତାଙ୍କର ବୈବାହିକ ସମ୍ପର୍କକୁ ଚର୍ଚ୍ଚାରେ ଥିଲେ। ବର୍ତ୍ତମାନ ଏହି ଖବର ଉପରେ ଅପଡେଟ ଆସିଛି। ହନି ସିଂହ ଏବଂ ତାଙ୍କର ସ୍ତ୍ରୀ ଶାଳିନୀଙ୍କ ମଧ୍ୟରେ ଛାଡପତ୍ରକୁ ଦିଲ୍ଲୀ ହାଇକୋର୍ଟ ଅନୁମତି ଦେଇଛନ୍ତି।

ସୂଚନା ଅନୁସାରେ ଫ୍ୟାମିଲି କୋର୍ଟରେ ବିଚାରପତି ପରାମଜୀତ ସିଂହ ଅଢେଇ ବର୍ଷ ଧରି ଚାଲୁଥିବା ମାମଲାରେ ହନି ସିଂହ ଏବଂ ତାଙ୍କର ସ୍ତ୍ରୀଙ୍କୁ ଛାଡପତ୍ର ଡିଗ୍ରୀ ଦେଇଛନ୍ତି। ହନୀଙ୍କ ଉପରେ ଶାଲିନୀ ଘରୋଇ ହିଂସା ଅଭିଯୋଗ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com