ଜାତୀୟ

ମା’ ହେବା ଏକ ପ୍ରାକୃତିକ ପ୍ରକ୍ରିୟା

ମା’ ହେବା ଏକ ପ୍ରାକୃତିକ ପ୍ରକ୍ରିୟା। ଏପରି ସମୟରେ ସମସ୍ତେ ମହିଳାଙ୍କ ପ୍ରତି ଉଦାର ଓ ହୃଦୟବାନ ହେବା ଉଚିତ । ଏପରିକି କର୍ମଜୀବୀ ମହିଳା ହୋଇଥିଲେ ସେ ଯେପରି କର୍ମକ୍ଷେତ୍ରରେ ଅସହଜ ଅନୁଭବ ନ କରିବେ ସେଥିପ୍ରତି ସମସ୍ତେ ଯତ୍ନବାନହେବା ଉଚିତ।

ଏପରି ସ୍ଥଳେ ଜଣେ ମହିଳାଙ୍କୁ ମ୍ୟାଟ୍ରନିଟି ଲିଭ୍‌ରୁ ବଞ୍ଚିତ କରିବା ଏୟାର ଇଣ୍ଡିଆ ଅଥରଟିକୁ ଭାରି ପଡ଼ିଛି। ଏହି ମାମଲାର ଶୁଣାଣି କରି AAI ଉପରେ ବର୍ଷିଛନ୍ତି ବମ୍ବେ କୋର୍ଟ।

Related Articles

Back to top button
WP Twitter Auto Publish Powered By : XYZScripts.com