ମନୋରଞ୍ଜନ

ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ରାଣୀ ମୁଖାର୍ଜୀ

ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ରାଣୀ ମୁଖାର୍ଜୀ ‘ମର୍ଦ୍ଦାନି-୩’ ସିନେମାକୁ ନେଇ ଚର୍ଚ୍ଚାରେ ରହିଥିଲେ। ତେବେ ଏବେ ଏହି ସିନେମାରେ କାମ କରିବା ପାଇଁ ରାଣୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଜଣାପଡ଼ିଛି।

ସେ ଏହି ସିନେମା ସୁଟିଂ ୨୦୨୪ରେ ଆରମ୍ଭ କରିବେ। ଏହାବାଦ୍ ଏବେ ଫିଲ୍ମ ପାଇଁ ଅନ୍ୟ କଳାକାରଙ୍କ ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏକ ସାକ୍ଷାତକାରରେ ରାଣୀ ‘ମର୍ଦ୍ଦାନି-୩’ରେ କାମ କରିବା ନେଇ ସେ ତାଙ୍କ ଇଚ୍ଛା ଜାହିର୍‌ କରିଥିଲେ।

Related Articles

Back to top button