ମନୋରଞ୍ଜନ

କ୍ରିକେଟ୍‌ର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ସୋସିଆଲ୍‌ ମିଡିଆରେ ଖୁବ୍‌ ସକ୍ରିୟ

କ୍ରିକେଟ୍‌ର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ସୋସିଆଲ୍‌ ମିଡିଆରେ ଖୁବ୍‌ ସକ୍ରିୟ। ସେ ଅଧିକାଂଶ ସମୟ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ରହିଥ‌ାନ୍ତି।

ଅତୀତରେ କ୍ରିକେଟର୍‌ ଶୁଭମନ୍‌ ଗିଲ୍‌ଙ୍କୁ ଡେଟ୍‌ କରୁଥିବା ନେଇ ତାଙ୍କ ନାମରେ କଥା ଉଠିଥିଲା ମଧ୍ୟ। ନିକଟରେ ସାରା ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ‘ବ୍ରେକ୍‌ଫାଷ୍ଟ୍‌ ଡେଟ୍‌’ରେ ଯାଇଥିବା କଥା ଉଲ୍ଲେଖ କରିଛନ୍ତି।ସାରା ତାଙ୍କ ଭାଇ ଅର୍ଜୁନଙ୍କ ସହ ଏହି ଡେଟ୍‌ରେ ଯାଇଛନ୍ତି। ସାରା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ଛୋଟ କ୍ଲିପ୍ ପୋଷ୍ଟ କରିଛନ୍ତି।

Related Articles

Back to top button