ମନୋରଞ୍ଜନ

ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କର ଘର ‘ମନ୍ନତ’କୁ ଦେଖିବା ଲାଗି ପ୍ରଶଂସକଙ୍କ ଭିଡ଼ ଜମିଥାଏ

ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କର ଘର ‘ମନ୍ନତ’କୁ ଦେଖିବା ଲାଗି ପ୍ରଶଂସକଙ୍କ ଭିଡ଼ ଜମିଥାଏ। ହେଲେ ଏବେ ଘରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଘଟଣା ପଛରେ ଅଭିନେତାଙ୍କ ପଡୋଶୀ ରହିଛନ୍ତି। ଭିଡିଓରେ ମନ୍ନତ ଭିତରର ଦୃଶ୍ୟ ରହିଛି। ଲିକ୍‌ ହୋଇଥିବା ଭିଡିଓରେ ଶାହାରୁଖ ସାନ ପୁଅ ଅବରାମ ଖାନ୍‌ଙ୍କ ସହ ଫୁଟବଲ୍‌ ଖେଳୁଥିବା ନଜର ଆସୁଛି। ସେମାନଙ୍କ ସହ ଆଉ କିଛି ଲୋକ ବି ଅଛନ୍ତି।

Related Articles

Back to top button