ଅନ୍ତର୍ଜାତୀୟ

ଦେଶରେ ସାଇବର ଅପରାଧ

ଦେଶରେ ସାଇବର ଅପରାଧ ବଢିଚାଲିଥିବା ବେଳେ ସରକାର ଏହାକୁ ରୋକିବା ଲାଗି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପଦକ୍ଷେପ ନେଉଛନ୍ତି । ଭୁଲ୍ ଓ ନକଲି ଡକ୍ୟୁମେଣ୍ଟ ଆଧାରରେ ଦିଆଯାଇଥିବା ୫୫.୫୨ ଲକ୍ଷ ମୋବାଇଲ୍ ସଂଯୋଗକୁ କାଟି ଦିଆଯାଇଛି ।

ସାଇବର କ୍ରାଇମ୍ ଓ ଅର୍ଥନୈତିକ ଠକେଇରେ ସଂପୃକ୍ତି ଅଭିଯୋଗରେ ୧.୩୨ ଲକ୍ଷ ମୋବଇଲ୍ ହ୍ୟାଣ୍ଡସେଟ୍ ବ୍ଲକ କରାଯାଇଛି ଓ ୧୩.୪୨ ଲକ୍ଷ ମୋବାଇଲ୍ ସଂଯୋଗକୁ ବିଚ୍ଛିିନ୍ନ କରାଯାଇ ପୁନଃ ଯାଞ୍ଚ ଲାଗି ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଚୌହାନ ସଂସଦରେ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com