ଭୁବନେଶ୍ୱର, ୨୨/୧୦/୨୦୨୨- ଓଲା ଇଲେକ୍ଟ୍ରିକ୍ ଏହାର ଶସ୍ତା ଇଲେକ୍ଟ୍ରିକ୍ ସ୍କୁଟର ଆଣିବାକୁ ଯାଉଛି । କମ୍ପାନୀ ଏହାର ଲୋକପ୍ରିୟ S1 ଇଲେକ୍ଟ୍ରିକ୍ ସ୍କୁଟରର ଲଞ୍ଚ କରିବ ।…