today
- 
ଜାତୀୟ  ଇସ୍ତଫା ଦେବାକୁ ଘୋଷଣା କଲେ ମମତା ବାନାର୍ଜୀ, କାହିଁକି ଜାଣନ୍ତୁକଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ଼ ଘୋଷଣା । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଛନ୍ତି ମମତା ବାନାର୍ଜୀ । ଏନେଇ ଆନ୍ଦୋଳନରତ… Read More »
- 
ଓଡ଼ିଶା  ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ କରିବ; ASIପୁରୀ: ଆସନ୍ତା ୧୮ରେ ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ କରିବ ASI । ଏନେଇ ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ସୂଚନା ଦିଆଯାଇଛି । ତଦନୁସାରେ, ରାଜ୍ୟ ସରକାରଙ୍କ… Read More »
- 
ଓଡ଼ିଶା  ୭ଟି ବିଭାଗରେ ୪୭୬ ଜଣ ଅଧିକାରୀ ଓ କର୍ମଚାରୀ ନିଯୁକ୍ତି ଦେଲେ; ମୁଖ୍ୟମନ୍ତ୍ରୀଭୁବନେଶ୍ୱର: ବିଭିନ୍ନ ବିଭାଗରେ ୪୭୬ ଜଣ ଅଧିକାରୀ ଓ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଆଜି ଅର୍ଥାତ 1୨ ସେପ୍ଟେମ୍ବର 2024 ମୁଖ୍ୟମନ୍ତ୍ରୀ ମୋହନ… Read More »
- 
ଜାତୀୟ  ଆରପାରିରେ ବରିଷ୍ଠ CPIM ନେତା ସୀତାରାମ ୟେଚୁରୀ,ନୂଆଦିଲ୍ଲୀ: ବରିଷ୍ଠ ସିପିଆଇଏମ ନେତା ସୀତାରାମ ୟେଚୁରୀଙ୍କ ପରଲୋକ ହୋଇଛି । ୭୨ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ସେ ଶେଷ ନିଶ୍ବାସ ନେଇଛନ୍ତି । ବିଗତ… Read More »
- 
ଓଡ଼ିଶା  ଝିଅଙ୍କୁ ଗୁରୁତ୍ୱ ଦେଲେ ମୋହନ-ଏଥର ମିଳିବ ଏହି ସୁବିଧା-ଦେଖନ୍ତୁ ଡିଟେଲ୍ସଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ ନିଷ୍ପତି । ଏଥର ଝିଅମାନଙ୍କୁ ଗୁରୁତ୍ୱ ଦେଇଛନ୍ତି ମୋହନ ମାଝି । ଫଳରେ ଆଉ କାନ୍ଦିବେନି ଅବିବାହିତ ଝିଅ । ରାଜ୍ୟ… Read More »
- 
ଓଡ଼ିଶା  ଶ୍ରୀମନ୍ଦିର ସୁରକ୍ଷାରେ ଢିଲା । କେମିତି ଚଢିଲେ ବୃଦ୍ଧ ଉଠିଲା ପ୍ରଶ୍ନ ?ପୁରୀ: ସବୁଦିନ ଭଳି ରହିଥିଲା ଭକ୍ତଙ୍କ ଗହଳି । ଚାଲିଥିଲା ଠାକୁରଙ୍କ ଦର୍ଶନ । ଆଉ ଏହି ସମୟରେ ଶ୍ରୀମନ୍ଦିର ଦଧୀନଉତି ଉପରକୁ ଚଢିଯାଇଥିଲେ ଜଣେ ବୃଦ୍ଧ… Read More »
- 
Uncategorized  ରାଗିଗଲେ ବିଜେପି ନେତା । କହିଲେ ରାହୁଲ ଗାନ୍ଧି, ତମର ଇନ୍ଦିରାଙ୍କ ଭଳି ଅବସ୍ଥା ହେବ ।ନୂଆଦିଲ୍ଲୀ: ଆମେରିକାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ‘ଶିଖ’ ଉପରେ ବୟାନ ନେଇ ମାହୋଲ ସରଗରମ । ଦେଶ ରାଜନୀତିରେ ଦେଖାଦେଇଛି ଉତେଜନା । ଭାରତରେ… Read More »
- 
ଓଡ଼ିଶା  ମେଗା ଧାରାବାହିକ ‘ସୁନା ଝିଅ’ କାହାଣୀରେ ଦେଖିବାକୁ ମିଳିବ ବଡ଼ ଟ୍ଵିଷ୍ଟଭୁବନେଶ୍ୱର(ଆଶିଷ ମହାନ୍ତି): ଓଡ଼ିଆ ଘରର କାହାଣୀ ଓ ପ୍ରଗତିଶୀଳ ଓଡ଼ିଆ ମହିଳାମାନଙ୍କ ଜୀବନ ଯାତ୍ରାକୁ ନିଜର ମେଗା ଧାରାବାହିକ ” ସୁନା ଝିଅ “l ଯେଉଁଥିରେ ପ୍ରିୟା,… Read More »
- 
ଓଡ଼ିଶା  କଟକ ଅବହେଳିତ ଅବ୍ୟସ୍ଥା ପାଇଁ ଦାୟି କିଏ? ଜାଣନ୍ତୁକଟକ(ଜାୱେଦ ଅହମ୍ମଦ): ଅବ୍ୟସ୍ଥାରେ ଚାଲୁଛି କଟକ ପରିମଳ l କଟକ ଇନ୍କୁ ନେଇ ବହୁତ ଖୁସି ଥିଲେ କଟକବାସୀ l ମହାନଦୀ କୂଳରେ ବାଲିଯାତ୍ରା ପଡ଼ିଆକୁ ଲlଗି… Read More »
- 
ଓଡ଼ିଶା  ବିଳମ୍ବିତ ରାତିରେ ୩ ଜଣ ଯୁବକଙ୍କ ନିକଟରୁ ସୁନା ଗହଣା ଚୋରି, ପୁଲିସର ଆରମ୍ଭ ତଦନ୍ତବାଲେଶ୍ୱର: ୧୬ ନମ୍ବର ଜାତୀୟ ରାଜପଥ ଦହିସଡା ନିକଟରୁ ବିଳମ୍ବିତ ରାତିରେ ୩ ଜଣ ଯୁବକଙ୍କ ନିକଟରୁ ସୁନା ଗହଣା ଚୋରି l ଏନେଇ ଚୋରି ଘଟଣାକୁ… Read More »
