today
- 
ଜାତୀୟ  ଦିଲ୍ଲୀରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ ? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚାନୂଆଦିଲ୍ଲୀ: ଏକ୍ସାଇଜ ପଲିସିରେ ହୋଇଥିବା ଦୁର୍ନୀତିକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନ୍ୟାୟିକ ହେପାଜତରେ ଅଛନ୍ତି । ଏହି ସମୟରେ ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ… Read More »
- 
ଜାତୀୟ  ଭିନେଶ ଫୋଗାଟଙ୍କୁ ଦେବେ ଟକ୍କର ଦେବେ କ୍ୟାପ୍ଟେନ୍ ଯୋଗେଶ ବୈରାଗୀ, କିଏ ଜାଣନ୍ତୁନୂଆଦିଲ୍ଲୀ: ଘୋଷଣା ହୋଇସାରିଛି ହରିୟାଣା ବିଧାନସଭା ନିର୍ବାଚନ । ଅକ୍ଟୋବର ୫ରେ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ବିଜେପି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି… Read More »
- 
ଜାତୀୟ  ହରିୟାଣା, ଜମ୍ମୁ-କଶ୍ମୀର ନିର୍ବାଚନକୁ ନେଇ ରାହୁଲଙ୍କ ଭବିଷ୍ୟବାଣୀନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆମେରିକା ଯାଇଛନ୍ତି l ଜାତୀୟ ଗଣମାଧ୍ୟମରେ ଦେଇଥିବା ବିବୃତ୍ତି ଯୋଗୁଁ ସେ ସର୍ବଦା ଚର୍ଚ୍ଚାରେ ରାହୁଲ । ଆମେରିକାରେ ସେ… Read More »
- 
ଜାତୀୟ  ମୁଖ୍ୟମନ୍ତ୍ରୀ ମମତାଙ୍କୁ ଚିଠି ଲେଖି ଅପରାଧ ଓ ଦୁର୍ନୀତି ପ୍ରସଙ୍ଗରେ ବର୍ଷିଲେ: ଜବାହର ସରକାରକୋଲକାତା: ଆର.ଜି କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ କରି ଇସ୍ତଫା ଦେଇଛନ୍ତି ରାଜ୍ୟସଭା ସାଂସଦ ଜବାହର ସରକାର । ପଶ୍ଚିମବଙ୍ଗର… Read More »
- 
ଜାତୀୟ  ରହସ୍ୟମୟ ଯୁବତୀ କିଏ? ଏୟାରପୋର୍ଟରେ ନଜର ଆସିଲେ ରାହୁଲ ଗାନ୍ଧୀନୂଆଦିଲ୍ଲୀ: ଆମେରିକା ଗସ୍ତରେ ଅଛନ୍ତି ଲୋକସଭା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ । ସେଠାର ତାଙ୍କର ଅନେକ ଫଟୋ ଭାଇରାଲ ହୋଉଛି । କେତେକ ଫଟୋ… Read More »
- 
ଜାତୀୟ  ଲୋକୋ ପାଇଲଟଙ୍କ ପାଇଁ ଅଳ୍ପକେ ବର୍ତ୍ତିଲା ବଡ଼ ଟ୍ରେନ୍ ଦୁର୍ଘଟଣା, କେମିତି ଜାଣନ୍ତୁଉତ୍ତରପ୍ରଦେଶ: କାନପୁରରେ ଅଳ୍ପକେ ବର୍ତ୍ତିଲା ବଡ଼ ଟ୍ରେନ୍ ଦୁର୍ଘଟଣା । ରବିବାର ରାତିରେ ପ୍ରୟାଗରାଜରୁ ହରିୟାଣାର ଭିଓ୍ବାନୀ ଅଭିମୁଖେ ଯାଉଥିବା କାଳିନ୍ଦୀ ଏକ୍ସପ୍ରେସକୁ ବିସ୍ଫୋରଣରେ ଉଡ଼ାଇ ଦେବା… Read More »
- 
ଓଡ଼ିଶା  ରାଜନୈତିକ କ୍ୟାରିଅରକୁ ବରବାଦ କରିବା ପାଇଁ ମିଳିଥିଲା ଧମକ: ସୁନୀତି ମୁଣ୍ଡଭୁବନେଶ୍ୱର: ଓଡିଶା ରାଜନୀତିର ଖବରର ଶିରୋନାମା ପାଲଟିଥିବା ବିଜେପି ନେତ୍ରୀ ସୁନୀତି ମୁଣ୍ଡ । ବିଜେପିରୁ ନିଲମ୍ବିତ ହେବା କିଛି ଦିନ ପରେ ମୁହଁ ଖୋଲିଛନ୍ତି l… Read More »
- 
ଜାତୀୟ  ଭୋରୁ ରାସ୍ତାକଡ଼ରେ ବସିଥିଲେ ବିଜେପି ନେତା । ଆଉ ତା ପରେ…ବିହାର: ବିଜେପି ନେତାଙ୍କୁ ଗୁଳିମାଡ । ସୋମବାର ଭୋରୁ ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି କିଛି ଦୁବୁର୍ତ୍ତ । ଫଳରେ ପୁଣି ଥରେ ଅଶାନ୍ତ ହୋଇ… Read More »
- 
ଓଡ଼ିଶା  ସେପ୍ଟେମ୍ବର ୯ରୁ ଭିତରକନିକାରେ ଦେଶୀ ପକ୍ଷୀ ଗଣନା,୧୩ ତାରିଖ ଯାଏଁ ଚାଲିବଭୁବନେଶ୍ୱର: ଭିତରକନିକାରେ ଭିଡ଼ ଜମାଇଛନ୍ତି ଦେଶୀୟ ପକ୍ଷୀ । ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ମାସ ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ପକ୍ଷୀ ଗଣନା… Read More »
- 
ଓଡ଼ିଶା  ସୁଲୋଚନାଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ କଡ଼ା କାଉଣ୍ଟର, କାହିଁକି ଜାଣନ୍ତୁଭୁବନେଶ୍ୱର: ସ୍ଥାନୀୟ ଗାନ୍ଧୀମାର୍ଗରେ ଶନିବାର ‘ସୁଭଦ୍ରା’ ସଚେତନତା ରଥର ଶୁଭ ଉଦ୍ଘାଟନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନର ଚରଣ ମାଝି ଏହାର ଶୁଭ ଉଦ୍ଘାଟନ କରିଛନ୍ତି ।… Read More »
