ମନୋରଞ୍ଜନ

କିୟାନୁ ରିଭ୍ସ ହଲିଉଡ୍‌ ଫିଲ୍ମର ଜଣେ ପ୍ରସିଦ୍ଧ ଅଭିନେତା

କିୟାନୁ ରିଭ୍ସ ହଲିଉଡ୍‌ ଫିଲ୍ମର ଜଣେ ପ୍ରସିଦ୍ଧ ଅଭିନେତା। ୧୯୯୯ରେ ମୁକ୍ତିଲାଭ କରିଥିବା ଆକ୍ସନ୍ ଥ୍ରୀଲର ଫିଲ୍ମ ‘ଦି ମ୍ୟାଟ୍ରିକ୍ସ’ କିୟାନୁ ରିଭ୍ସଙ୍କୁ ଜଣେ ସୁପରଷ୍ଟାର କରିଦେଲା।

ସେ ଏହି ଫିଲ୍ମରୁ ୫୦୦ କୋଟି ଟଙ୍କା ରୋଜଗାର କରିଥିଲେ। ଏହା ପରେ ସେ ଆଉ ପଛକୁ ଚାହିଁ ନ ଥିଲେ। ଦେଖୁ ଦେଖୁ ସେ ଜଣେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ହୋଇଗଲେ। କିୟାନୁ ରିଭ୍ସ ‘ନିଓ’ ଭୂମିକାରେ ଅଭିନୟ କରିଥିଲେ। ସେ ଉଭୟ ଫିଲ୍ମରେ କେବଳ ଗୋଟିଏ ଶବ୍ଦ ପାଇଁ ୭୫ ଲକ୍ଷ ଟଙ୍କା ଚାର୍ଜ କରିଥିଲେ।

Related Articles

Back to top button