ରାଜନୀତି

ତୃଣମୂଳ କଂଗ୍ରେସର ଏକ ପ୍ରତିନିଧି ଦଳକୁ ନିର୍ବାଚନ କମିଶନ ଆଜି ସ୍ପଷ୍ଟ ଭାବେ କହିଛନ୍ତି ଯେ ଭୋଟ ଦେବା ନିମନ୍ତେ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ

ତୃଣମୂଳ କଂଗ୍ରେସର ଏକ ପ୍ରତିନିଧି ଦଳକୁ ନିର୍ବାଚନ କମିଶନ ଆଜି ସ୍ପଷ୍ଟ ଭାବେ କହିଛନ୍ତି ଯେ ଭୋଟ ଦେବା ନିମନ୍ତେ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। ଭୋଟର ନିଜର ଭୋଟ ପରିଚୟ କାର୍ଡ କିମ୍ବା ଅନ୍ୟ ଯେ କୌଣସି ବୈଧ ପରିଚୟପତ୍ର ଦେଖାଇ ଭୋଟ ଦେଇପାରିବେ।

ପଶ୍ଚିମବଙ୍ଗରେ ଅନେକ ଲୋକଙ୍କ ଆଧାର କାର୍ଡ ଅକାମୀ କରାଯାଇଥିବାରୁ ସେମାନେ କିପରି ଭୋଟ ଦେବେ ସେ ନେଇ ଟିଏମସିର ପ୍ରତିନିଧି ଚିନ୍ତା ବ୍ୟକ୍ତ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com