UpdateNews
- 
ଜାତୀୟ  ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର ପାଇବେ ଦୁଇ ଜଣ ପଦାର୍ଥ ବିଜ୍ଞାନୀ, କିଏ ଜାଣନ୍ତୁନୂଆଦିଲ୍ଲୀ: ନୋବେଲ କମିଟି ଆଜି ପଦାର୍ଥ ବିଜ୍ଞାନ ପାଇଁ ବିଜେତାଙ୍କ ନାମ ଘୋଷଣା କରିଛି । ୨୦୨୪ ବର୍ଷ ପାଇଁ ୨ ଜଣ ମିଳିତ ଭାବେ ପାଇବେ… Read More »
- 
ଜାତୀୟ  ଏନସି ନେତା ଓମାର ଅବଦୁଲ୍ଲା ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ; ଜାମ୍ମୁ-କଶ୍ମୀରନୂଆଦିଲ୍ଲୀ: ଜାମ୍ମୁ-କଶ୍ମୀରରେ ହେବ ମେଣ୍ଟ ସରକାର । ଏନସି ନେତା ଓମାର ଅବଦୁଲ୍ଲା ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଏନେଇ ଏନସି ମୁଖ୍ୟ ଫାରୁକ୍ ଅବଦୁଲ୍ଲା ଘୋଷଣା… Read More »
- 
ଜାତୀୟ  ଲଡୱା ଆସନରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନୀନୂଆଦିଲ୍ଲୀ: ହରିୟାଣାର ଲଡୱା ଆସନରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନୀ । ସେ ଲଡୱା ଆସନରୁ ୧୦ ହଜାରରୁ ଅଧିକ ଭୋଟରେ କଂଗ୍ରେସର ମେୱା… Read More »
- 
ଜାତୀୟ  ଜୁଲାନା ଆସନରୁ ବିଜୟର ଟୀକା ପିନ୍ଧିଲେ କୁସ୍ତିଯୋଦ୍ଧା ବିନେଶ ଫୋଗଟନୂଆଦିଲ୍ଲୀ: ହରିୟାଣାର ଜୁଲାନା ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ବିଜୟୀ ହୋଇଛନ୍ତି ବିନେଶ ଫୋଗଟ । ୬୦୧୫ ଭୋଟରେ ଜିତିଛନ୍ତି ପୂର୍ବତନ ତାରକା କୁସ୍ତିଯୋଦ୍ଧା ବିନେଶ ।… Read More »
- 
ଓଡ଼ିଶା  ‘ଓପିଏସସି’ ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କଲେ ଅରୁଣ ଷଡ଼ଙ୍ଗୀଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୯୦ ବ୍ୟାଚର ଆଇପିଏସ୍ ଅରୁଣ ଷଡ଼ଙ୍ଗୀ । ୬ ବର୍ଷ ପାଇଁ ଆୟୋଗରେ ନିଜର… Read More »
- 
Uncategorized  ଭିଜିଲାନ୍ସ ଜାଲରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବ୍ୟକ୍ତିଗତ ସଚ୍ଚିବଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଜଣେ ପ୍ରାଇଭେଟ ସେକ୍ରେଟାରୀ । ବରିଷ୍ଠ ଅଧିକାରୀ ରମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ… Read More »
- 
ଓଡ଼ିଶା  ୯ ତାରିଖରେ ଏହି ସମୟରେ ଆସିବ ବ୍ୟାଙ୍କ ଖାତାକୁ ‘ସୁଭଦ୍ରା ଟଙ୍କା: ଅପଡେଟ ଦେଲେ ଉପମୁଖ୍ୟମନ୍ତ୍ରୀଭୁବନେଶ୍ୱର: ୯ ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା ଦିଆଯିବ । ଗୋପବନ୍ଧୁଙ୍କ ଜନ୍ମ ଦିବସରେ ବାରିପଦାରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ… Read More »
- 
ଜାତୀୟ  ହରିୟାଣାରେ ଚାଲିଛି ଭୋଟ ଗଣତି; କିଏ ଗଢ଼ିବ ସରକାର?ନୂଆଦିଲ୍ଲୀ: ଆଜି ହରିୟାଣା ବିଧାନସଭା ନିର୍ବାଚନ ଫଳ ଘୋଷଣା ହେବ। ଏନେଇ ନିର୍ବାଚନ ଫଳ ଜାଣିବା ପାଇଁ ସମସ୍ତଙ୍କ ମଧ୍ୟରେ ତୀବ୍ର ହେଉଛି ଉତ୍କଣ୍ଠା । ଅନ୍ୟପଟେ… Read More »
- 
ଜାତୀୟ  ଜାମ୍ମୁ-କଶ୍ମୀରରେ ଭୋଟ ଗଣତି ଆରମ୍ଭ; କିଏ ଆଗରେ, କିଏ ପଛରେ ରହିଛି, ଜାଣନ୍ତୁନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରରେ ହୋଇଥିବା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି । ୯୦ ଆସନ ବିଶିଷ୍ଟ ଜାମ୍ମୁ-କଶ୍ମୀର ବିଧାନସଭାରେ ଆଜି ଆସିବ ନିର୍ବାଚନ ଫଳାଫଳ… Read More »
- 
ଜାତୀୟ  କଂଗ୍ରସକୁ କଡ଼ା ସମାଲୋଚନା କଲେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ, କାହିଁକି ଜାଣନ୍ତୁନୂଆଦିଲ୍ଲୀ: କଂଗ୍ରେସ ମୁସଲମାନଙ୍କୁ ନିଜର ଭୋଟ ବ୍ୟାଙ୍କ ଭଳି ବ୍ୟବହାର କରୁଛି। ତେଣୁ ମୁସଲମାନମାନେ ସତର୍କ ରୁହନ୍ତୁ ବୋଲି ଚେତାଇ ଦେଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ… Read More »
