ଜାତୀୟ

ରାଜସ୍ଥାନ ହନୁମାନଗଡ଼ରେ ଥିବା ବାଲ ସ୍ୱଧାର ଗୃହରୁ ୪ ବାଳ ଅପରାଧୀ ଫେରାର

ରାଜସ୍ଥାନ ହନୁମାନଗଡ଼ରେ ଥିବା ବାଲ ସ୍ୱଧାର ଗୃହରୁ ୪ ବାଳ ଅପରାଧୀ ଫେରାର । ସୁରକ୍ଷାକର୍ମୀଙ୍କ ଆଖିକୁ ଲଙ୍କା ଗୁଣ୍ଡା ଫୋପାଡି ଫେରାର ହୋଇଛନ୍ତି ୪ ବାଳ ଅପରାଧୀ।

ପୋଲିସ ଏହି ଘଟଣାର ଛାନଭିନ୍ ଆରମ୍ଭ କରିଛି । ଏହି ଘଟଣାରେ ସୁରକ୍ଷାକର୍ମୀଙ୍କ ଅବହେଳା ରହିଥିବା ମଧ୍ୟ କୁହାଯାଉଛି । ବାଳ ଅପରାଧୀଙ୍କ ପଳାୟନ ଘଟଣା ସିସିଟିଭିରେ କଏଦ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com