ଅନ୍ତର୍ଜାତୀୟ

ବେଆଇନ ଉପାୟରେ ବ୍ୟବସାୟ କରିବା ଅଭିଯୋଗରେ ୪୩ ଜଣ ଭାରତୀୟଙ୍କ ସମେତ ୧୮୬ ବିଦେଶୀ ନାଗରିକଙ୍କୁ ମାଳଦ୍ୱୀପ ଦେଶରୁ ବିତାଡିତ କରିବ

ବେଆଇନ ଉପାୟରେ ବ୍ୟବସାୟ କରିବା ଅଭିଯୋଗରେ ୪୩ ଜଣ ଭାରତୀୟଙ୍କ ସମେତ ୧୮୬ ବିଦେଶୀ ନାଗରିକଙ୍କୁ ମାଳଦ୍ୱୀପ ଦେଶରୁ ବିତାଡିତ କରିବ। ବିଦେଶୀ ନାଗରିକଙ୍କୁ ଦେଶରୁ ବିତାଡିତ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।

ସମସ୍ତ ବିଦେଶୀ ନାଗରିକଙ୍କ ବିରୋଧରେ ମାଳଦ୍ୱୀପରେ ବିଭିନ୍ନ ପ୍ରକାରର ଅପରାଧରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ବିଶେଷ କରି ସମସ୍ତେ ବେଆଇନ ଉପାୟରେ ବ୍ୟବସାୟ କରୁଥିବା ଅଭିଯୋଗ ହୋଇଛି।

Related Articles

Back to top button