ଅନ୍ତର୍ଜାତୀୟ

ଇଟାଲୀର ଇତାଲବି ସହରରେ କୁକୁରମାନେ ରାସ୍ତାରେ ମଳାତ୍ୟାଗ କରିବା ଯୋଗୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି

ଇଟାଲୀର ଇତାଲବି ସହରରେ କୁକୁରମାନେ ରାସ୍ତାରେ ମଳାତ୍ୟାଗ କରିବା ଯୋଗୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକମାନେ ଏ ବିଷୟରେ ବହୁତ ଅଭିଯୋଗ କରିଛନ୍ତି ।

ଏଭଳି ପରିସ୍ଥିତିରେ କେଉଁ କୁକୁର ରାସ୍ତାରେ ଠିଆ ହୋଇ ଏଭଳୀ କରିଛି ତାହା ଅନୁସନ୍ଧାନ କରିବା କଷ୍ଟକର ହେଉଥିଲା। ଏଭଳି ପରିସ୍ଥିତିରେ ୪୦ ହଜାର କୁକୁରଙ୍କ ପାଇଁ ଡିଏନଏ ଟେଷ୍ଟ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।

Related Articles

Back to top button