Featuredଓଡ଼ିଶାଶିକ୍ଷା

ମାଟ୍ରିକ୍ ରେଜଲ୍ଟ: ୩ ହଜାର ୨୨୨ ସ୍କୁଲରେ ଶତପ୍ରତିଶତ ଫଳାଫଳ

ଭୁବନେଶ୍ୱର: ପ୍ରକାଶ ପାଇଛି ମାଟ୍ରିକ୍ ପରୀକ୍ଷା ଫଳାଫଳ । ପୂର୍ବ ଘୋଷଣା ଅନୁସାରେ କଟକ ବୋର୍ଡ ଅଫିସ୍ରେ ରେଜଲ୍ଟ ଖାତା ପ୍ରକାଶ କରାଯାଇଛି । ଗଣଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱରେ ରହିଥିବା ମନ୍ତ୍ରୀ ପ୍ରମିଳା ମଲ୍ଲିକ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଥିଲେ । ଚଳିତବର୍ଷ ପାସ୍ ହାର ୯୬.୪ ରହିଛି।

ତେବେ ସବୁଠାରୁ ବଡ଼କଥା ହେଲା ଏଥର ବି ଝିଅମାନେ ଆଗରେ ରହିଛନ୍ତି । ଝିଅମାନେ ୯୭ ପ୍ରତିଶତରୁ ଅଧିକ ପାସ୍ ହାରରେ ଆଗରେ ଥିବାବେଳେ ପୁଅମାନଙ୍କ ପାସ୍ ହାର ୯୫ ପ୍ରତିଶତରୁ ଅଧିକ ରହିଛି । ଚଳିତ ବର୍ଷ ୩ ହଜାର ୨୨୨ଟି ସ୍କୁଲରେ ଶତପ୍ରତିଶତ ଫଳାଫଳ ରହିଥିବା ଜଣାପଡ଼ିଛି । ସେହିପରି କଟକ ଓ ଜଗତସିଂହପୁର ଜିଲ୍ଲାରେ ପାସ୍ ହାର ସର୍ବାଧିକ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com